Tini Ostad
商品資訊
ISBN13:9781645602088
出版社:Lightning Source Inc
作者:Pratibha Ray
出版日:2021/08/15
裝訂:平裝
規格:21.6cm*14cm*0.7cm (高/寬/厚)
商品簡介
ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି 'ତିନି ଓସ୍ତାଦ୍]' । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ି
主題書展
更多書展今日66折
您曾經瀏覽過的商品
購物須知
外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。
無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。
為了保護您的權益,「三民網路書店」提供會員七日商品鑑賞期(收到商品為起始日)。
若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。